ᱢᱟᱣᱩᱥ: ᱨᱮᱱᱟᱜ ᱫᱚᱦᱲᱟᱭᱮᱱ ᱛᱟᱞᱟᱨᱮᱭᱟᱜ ᱯᱷᱟᱨᱟᱠ ᱠᱚ

Content deleted Content added
ᱫᱷᱟᱹᱲ ᱔:
==ᱧᱩᱸᱛᱩᱢ==
ᱢᱟᱸᱩᱥ ᱫᱚ ᱢᱤᱫᱴᱟᱝ ᱪᱤᱛᱟᱨ ᱵᱮᱱᱟᱣ ᱡᱚᱱᱛᱨᱚ ᱠᱟᱱᱟ ᱾ ᱡᱟᱸᱦᱟ ᱫᱚ ᱵᱤᱞ ᱤᱝᱜᱤᱞᱥ ᱑᱙᱖᱕ ᱫᱦᱟᱯ ᱨᱮ ᱠᱚᱢᱯᱩᱴᱚᱨ ᱮᱰᱮᱰ ᱰᱤᱯᱞᱮ ᱠᱚᱱᱴᱨᱚᱞ ᱨᱮ ᱩᱰᱩᱠ ᱞᱮᱱᱟ ᱾
 
{{writing}}
 
ନାମକରଣ
ମାଉସକୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସର ୧୯୬୫ତମ ସଂସ୍କରଣରେ "କମ୍ପୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ "ରେ ବାହାରିଥିଲା।[୧][୨][୩] ଅନଲାଇନ ଅକ୍ସଫର୍ଡ ଅଭିଧାନରେ ମାଉସର ବହୁବଚନ ଭାବେ ମାଇସ[୪] ଲେଖା ଯାଇଛି କିନ୍ତୁ ଏଠାରେ ମାଉସ ମାନେ ଚୁଟିଆ ମୂଷାକୁ ବୁଝାଏ କିନ୍ତୁ କମ୍ପୁଟରର ମାଉସର ବହୁବଚନରେ ଇଂରାଜୀରେ ମାଉସେସ ଲେଖାଯାଏ।[୫]
 
୧୯୬୮ରେ ଜେ.ସି.ଆର ଲିକଲିଡର "ଦି କମ୍ପୁଟର ଏଜ ଏ କମ୍ୟୁନିକେଶନ ଡିଭାଇସ"ରେ ମାଇସ ବୋଲି ଲେଖାଯାଇଛି। ଦି ଆମେରିକାନ ହେରିଟେଜ ଅଭିଧାନର ଚତୁର୍ଥ ସଂସ୍କରଣରେ କମ୍ପୁଟର ମାଉସର ବହୁବଚନ ଭାବେ ଉଭୟ ମାଉସେସ ଓ ମାଇସକୁ ଠିକ ବୋଲି କୁହାଯାଇଛି।କେତେକ ଲେଖକ ବୈଷୟିକ ଲେଖାରେ ବୈଷୟିକ ଶବ୍ଦ ଭାବେ ମାଉସ ଡିଭାଇସେସ କିମ୍ବା ପୋଏଣ୍ଟିଙ୍ଗ ଡିଭାଇସେସ ଭାବରେ ବ୍ୟବହାର କରନ୍ତି।ଇଂରାଜୀରେ ମାଉସେସ କମ୍ପୁଟର ମାଉସକୁ "ହେଡଲେସ ନାଉନ" ଭାବେ ।
 
ପୂର୍ବର ମାଉସ ଗୁଡିକ
"https://sat.wikipedia.org/wiki/ᱢᱟᱣᱩᱥ" ᱠᱷᱚᱱ ᱧᱟᱢ ᱟᱹᱜᱩᱭ