ᱯᱩᱨᱤ ᱵᱤᱪᱽ: ᱨᱮᱱᱟᱜ ᱫᱚᱦᱲᱟᱭᱮᱱ ᱛᱟᱞᱟᱨᱮᱭᱟᱜ ᱯᱷᱟᱨᱟᱠ ᱠᱚ

Content deleted Content added
Ramjit Tudu (ᱨᱚᱲ | ᱮᱱᱮᱢ)
No edit summary
Ramjit Tudu (ᱨᱚᱲ | ᱮᱱᱮᱢ)
ᱠᱟᱛᱷᱟ ᱠᱚ ᱥᱮᱞᱮᱫ
ᱫᱷᱟᱹᱲ ᱒᱙:
'''ᱯᱩᱨᱤ ᱵᱤᱪ''' ᱫᱚ ᱫᱚ [[ᱳᱰᱤᱥᱟ]] ᱯᱚᱱᱚᱛ ᱨᱮᱱᱟᱜ ᱯᱩᱨᱤ ᱦᱚᱱᱚᱛ ᱟᱲᱮ ᱵᱚᱝᱜᱚᱯ ᱫᱚᱨᱭᱟ (Bay of Bengal) ᱰᱷᱤᱯ ᱨᱮ ᱢᱮᱱᱟᱜᱼᱟ ᱾ ᱱᱚᱶᱟ ᱫᱚ ᱳᱰᱤᱥᱟ ᱟᱹᱨᱤᱪᱟᱹᱞᱤ ᱟᱨ ᱴᱩᱨᱤᱡᱤᱢ ᱛᱷᱚᱱᱚᱛ ᱦᱚᱛᱮᱛᱮ ᱢᱟᱱᱚᱛ ᱟᱠᱟᱱ ᱢᱤᱫ ᱧᱮᱞᱡᱚᱝ ᱴᱷᱟᱶ ᱠᱟᱱᱟ ᱾ ᱱᱚᱶᱟ ᱨᱮᱱᱮᱜ ᱧᱮᱞ ᱟᱨ ᱡᱚᱛᱚᱱ ᱵᱷᱟᱹᱨᱭᱟᱹ ᱫᱚ ᱯᱩᱨᱤ ᱢᱩᱱᱤᱥᱤᱯᱟᱞᱤᱴᱤ ᱟᱨ ᱳᱰᱤᱥᱟ ᱥᱚᱨᱠᱟᱨ ᱴᱩᱨᱤᱡᱤᱢ ᱛᱷᱚᱱᱚᱛ ᱦᱚᱛᱮ ᱛᱮ ᱦᱩᱭᱩᱜ ᱠᱟᱱᱟ ᱾ ᱡᱚᱜᱚᱱᱱᱟᱷ ᱵᱳᱸᱜᱟ ᱫᱚᱨᱥᱚᱱ ᱞᱟᱹᱜᱤᱫ ᱱᱚᱸᱰᱮ ᱫᱤᱥᱚᱢ ᱫᱤᱥᱚᱢ ᱠᱷᱚᱱ ᱦᱤᱡᱩᱜ ᱥᱟᱶᱛᱮ ᱱᱚᱶᱟ ᱚᱩᱨᱤ ᱵᱤᱪ ᱦᱳᱸ ᱠᱚ ᱦᱤᱨᱤ ᱛᱚᱨᱟᱭᱮᱫᱼᱟ<ref name="Puri sea beach">{{cite web|title=Puri beach|url=http://www.orissatourism.org/orissa-beaches/puri-beach.html|publisher=Orissa tourism|accessdate=16 August 2015}}</ref> ᱾
 
==ᱴᱷᱟᱶ==
 
ᱯᱩᱨᱤ ᱵᱤᱪ ᱫᱚ ᱵᱩᱨᱤ ᱱᱟᱜᱟᱨ ᱨᱮᱱᱟᱜ ᱪᱚᱠᱨᱚᱛᱤᱨᱛᱷᱚ ᱰᱟᱦᱟᱨ ᱫᱷᱟᱨᱮ ᱨᱮ ᱢᱮᱱᱟᱜᱼᱟ ᱾ ᱱᱚᱶᱟ ᱫᱚ ᱳᱰᱤᱥᱟ ᱯᱚᱱᱚᱛ ᱨᱟᱡᱽᱜᱟᱲ ᱠᱷᱚᱱ ᱖᱐ ᱠᱤᱞᱚᱢᱤᱴᱚᱨ ᱟᱨ ᱠᱚᱬᱟᱨᱠ ᱠᱷᱚᱱ ᱓᱕ ᱠᱤᱞᱚᱢᱤᱴᱚᱨ ᱥᱟᱺᱜᱤᱧ ᱨᱮ ᱢᱮᱱᱟᱜᱼᱟ ᱾
{{^|
 
==ଅବସ୍ଥିତି==
[[ପୁରୀ]] ବେଳାଭୂମି ପୁରୀ ସହରରେ ଚକ୍ରତୀର୍ଥ ରୋଡ଼ ଧାରରେ ଅବସ୍ଥିତ । ଏହା ରାଜଧାନୀ ଭୁବନେଶ୍ୱର ଠାରୁ ୬୦ କିମି ଦୂର ଏବଂ [[କୋଣାର୍କ]] ଠାରୁ ୩୫ କିମି ଦୂରରେ ଅବସ୍ଥିତ ।
 
==ଯାତାୟତ ସୁବିଧା==
[[ପୁରୀ]] ବେଳାଭୂମିଠାରୁ ନିକଟବର୍ତ୍ତୀ ଷ୍ଟେସନ [[ପୁରୀ ରେଳ ଷ୍ଟେସନ]] ୨ କିମି ଏବଂ ନିକଟବର୍ତ୍ତୀ ବିମାନବନ୍ଦର [[ବିଜୁ ପଟ୍ଟନାୟକ ବିମାନବନ୍ଦର|ଭୁବନେଶ୍ୱର]] ୬୫ କିମି ଦୂର । ଏହା ବ୍ୟତୀତ [[ଜାତୀୟ ରାଜପଥ ୩୧୬|ଜଗନ୍ନାଥ ସଡ଼କ]] (ଜାତୀୟ ରାଜପଥ ୩୧୬) ଯାତାୟତ ନିମନ୍ତେ ବ୍ୟବହୃତ ହୋଇଥାଏ ।
 
==ମୁଖ୍ୟ ଆକର୍ଷଣ==
* [[ସୁଦର୍ଶନ ପଟ୍ଟନାୟକ]] ତଥା ଅନ୍ୟାନ୍ୟ ବାଲୁକା ଶିଳ୍ପୀମାନଙ୍କଦ୍ୱାରା ବାଲୁକା ଶିଳ୍ପକଳା ପ୍ରଦର୍ଶନ
* ପର୍ଯ୍ୟଟକମାନଙ୍କ ସୂର୍ଯ୍ୟସ୍ନାନ ଏବଂ ସମୁଦ୍ର ମନୋରଞ୍ଜନ ସ୍ନାନ।
* ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କଦ୍ୱାରା ଶୁଖିଲା ଘାସ ଓ ନଡ଼ାରେ ତିଆରି ତିନିକୋଣିଆ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଏଠାରେ ବସି ଦର୍ଶକଗଣ ବେଳାଭୂମି ଉପଭୋଗ କରିଥାନ୍ତି ।
* ବେଳାଭୂମିରେ ରଖାଯାଇଥିବା କାଠରେ ତିଆରି ଡଙ୍ଗା ଦର୍ଶକମାନଙ୍କୁ ସୂର୍ଯ୍ୟାସ୍ତ ଦର୍ଶନ ନିମନ୍ତେ ସମୁଦ୍ର ମଝିକୁ ନେବପାଇଁ ବ୍ୟବହୃତ ହୋଇଥାଏ ।
* ଚକ୍ରତୀର୍ଥ ଦିଗରେ ଥିବା ଚରାବାଲିରେ ପର୍ଯ୍ୟଟକମାନେ ଚାଲିଚାଲି ବୁଲିଥାନ୍ତି ।
* ବାର୍ଷିକ [[ପୁରୀ ବେଳାଭୂମି ମହୋତ୍ସବ]] ଉଭୟ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ ।
* ବତୀଘର।
* ବେଳାଭୂମି ଉପରେ ଥିବା ଅସ୍ଥାୟୀ ଦୋକାନ ବଜାର।
*ଏହା ମନ ଶାନ୍ୱୀ ପାଇ ଏକ ଭଲ ସ୍ଥାନ ।
}}
 
"https://sat.wikipedia.org/wiki/ᱯᱩᱨᱤ_ᱵᱤᱪᱽ" ᱠᱷᱚᱱ ᱧᱟᱢ ᱟᱹᱜᱩᱭ