ᱯᱩᱨᱤ ᱵᱤᱪᱽ: ᱨᱮᱱᱟᱜ ᱫᱚᱦᱲᱟᱭᱮᱱ ᱛᱟᱞᱟᱨᱮᱭᱟᱜ ᱯᱷᱟᱨᱟᱠ ᱠᱚ

Content deleted Content added
Ramjit Tudu (ᱨᱚᱲ | ᱮᱱᱮᱢ)
Ramjit Tudu (ᱨᱚᱲ | ᱮᱱᱮᱢ)
ᱫᱷᱟᱹᱲ ᱔᱕:
 
 
 
==ମୁଖ୍ୟ ଆକର୍ଷଣ==
* [[ସୁଦର୍ଶନ ପଟ୍ଟନାୟକ]] ତଥା ଅନ୍ୟାନ୍ୟ ବାଲୁକା ଶିଳ୍ପୀମାନଙ୍କଦ୍ୱାରା ବାଲୁକା ଶିଳ୍ପକଳା ପ୍ରଦର୍ଶନ
* ପର୍ଯ୍ୟଟକମାନଙ୍କ ସୂର୍ଯ୍ୟସ୍ନାନ ଏବଂ ସମୁଦ୍ର ମନୋରଞ୍ଜନ ସ୍ନାନ।
* ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କଦ୍ୱାରା ଶୁଖିଲା ଘାସ ଓ ନଡ଼ାରେ ତିଆରି ତିନିକୋଣିଆ ଅସ୍ଥାୟୀ ଆଶ୍ରୟସ୍ଥଳୀ । ଏଠାରେ ବସି ଦର୍ଶକଗଣ ବେଳାଭୂମି ଉପଭୋଗ କରିଥାନ୍ତି ।
* ବେଳାଭୂମିରେ ରଖାଯାଇଥିବା କାଠରେ ତିଆରି ଡଙ୍ଗା ଦର୍ଶକମାନଙ୍କୁ ସୂର୍ଯ୍ୟାସ୍ତ ଦର୍ଶନ ନିମନ୍ତେ ସମୁଦ୍ର ମଝିକୁ ନେବପାଇଁ ବ୍ୟବହୃତ ହୋଇଥାଏ ।
* ଚକ୍ରତୀର୍ଥ ଦିଗରେ ଥିବା ଚରାବାଲିରେ ପର୍ଯ୍ୟଟକମାନେ ଚାଲିଚାଲି ବୁଲିଥାନ୍ତି ।
* ବାର୍ଷିକ [[ପୁରୀ ବେଳାଭୂମି ମହୋତ୍ସବ]] ଉଭୟ ସ୍ଥାନୀୟ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିଥାଏ ।
* ବତୀଘର।
* ବେଳାଭୂମି ଉପରେ ଥିବା ଅସ୍ଥାୟୀ ଦୋକାନ ବଜାର।
*ଏହା ମନ ଶାନ୍ୱୀ ପାଇ ଏକ ଭଲ ସ୍ଥାନ ।
}}
 
"https://sat.wikipedia.org/wiki/ᱯᱩᱨᱤ_ᱵᱤᱪᱽ" ᱠᱷᱚᱱ ᱧᱟᱢ ᱟᱹᱜᱩᱭ