ᱟᱱᱴᱤᱵᱚᱰᱤ: ᱨᱮᱱᱟᱜ ᱫᱚᱦᱲᱟᱭᱮᱱ ᱛᱟᱞᱟᱨᱮᱭᱟᱜ ᱯᱷᱟᱨᱟᱠ ᱠᱚ

Content deleted Content added
Fagu Baskey (ᱨᱚᱲ | ᱮᱱᱮᱢ)
"thumb|upright=1.2|Each antibody binds to a specific [[antigen; an interaction similar to a lock and key.]] '''ᱟᱱᱴᱤᱵᱚᱰᱤ''' ᱵᱟᱝᱢᱟ '''ᱮ ᱵᱤ''' (ᱤᱝᱞᱤᱥ ᱯᱟᱹᱨᱥᱤᱛᱮ An '''antibody''' ('''Ab''')), ᱟᱨᱦᱚᱸ '''ᱤᱢᱭᱩᱱᱚᱜᱽᱞᱚᱵᱤᱱ''' ᱵᱟᱝᱢᱟ '''ᱟᱭ ᱡᱤ''' (ᱤᱝᱞᱤᱥ ᱯᱟᱹᱨᱥᱤ ᱛᱮ) '''immunoglobulin..." ᱥᱟᱶᱛᱮ ᱥᱟᱦᱴᱟ ᱵᱮᱱᱟᱣᱟᱠᱟᱱᱟ
(ᱵᱷᱮᱜᱮᱫ ᱵᱟᱹᱱᱩᱜ)

᱐᱘:᱒᱔, ᱕ ᱡᱩᱞᱟᱭ ᱒᱐᱒᱑ ᱧᱮᱞᱟᱹᱨᱩ ᱞᱮᱠᱟᱛᱮ

ᱟᱱᱴᱤᱵᱚᱰᱤ ᱵᱟᱝᱢᱟ ᱮ ᱵᱤ (ᱤᱝᱞᱤᱥ ᱯᱟᱹᱨᱥᱤᱛᱮ An antibody (Ab)), ᱟᱨᱦᱚᱸ ᱤᱢᱭᱩᱱᱚᱜᱽᱞᱚᱵᱤᱱ ᱵᱟᱝᱢᱟ ᱟᱭ ᱡᱤ (ᱤᱝᱞᱤᱥ ᱯᱟᱹᱨᱥᱤ ᱛᱮ) immunoglobulin (Ig)),[᱑] ᱫᱚ ᱢᱤᱫ ᱢᱟᱨᱟᱝ ᱣᱟᱭ ᱟᱠᱟᱨ ᱨᱮᱭᱟᱜ ᱯᱨᱚᱴᱤᱱ ᱡᱟᱦᱟᱸ ᱫᱚ ᱯᱞᱟᱥᱢᱟ ᱡᱤᱵᱚᱠᱚᱥᱚ ᱛᱮ ᱵᱮᱱᱟᱜ-ᱟ ᱟᱨ ᱤᱢᱭᱩᱱ ᱥᱤᱥᱴᱚᱢ (immune system) ᱫᱟᱨᱟᱭ ᱛᱮ ᱟᱡᱟᱨ ᱵᱮᱱᱟᱣ ᱵᱷᱩᱣᱟᱹᱬᱤ (viruses) ᱟᱨᱵᱟᱝ ᱡᱤᱭᱟᱹᱬᱤ ᱮ ᱜᱚᱡ ᱠᱚᱣᱟ ᱾

Each antibody binds to a specific antigen; an interaction similar to a lock and key.

ପାଥୋଜେନର ଏକ ଅତୁଳନୀୟ ମଲିକ୍ୟୁଲକୁ ଆଣ୍ଟିବଡି ଚିହ୍ନଟ କରିପାରେ ଯାହାକୁ ଆଣ୍ଟିଜେନ କୁହାଯାଏ ଓ ଏହା ଫ୍ରାଗମେଣ୍ଟ ଆଣ୍ଟିଜେନ-ବାଇଣ୍ଡିଙ୍ଗ (fragment antigen-binding (Fab)) ଭାରିଏବଲ ସ୍ଥାନରେ ସାଧିତ ହୁଏ । [᱒][᱓] ଆଣ୍ଟିବଡିର ଅଗ୍ରଭାଗରେ ଏକ ପାରାଟୋପ ଥାଏ ଯାହା ତାଲା ଭଳି କେ ନିର୍ଦ୍ଦିଷ୍ଟ ଏପିଟୋପ ପାଇଁ ଥାଏ ଯାହା ଚାବି ଭଳି କାମକରେ; ଫଳରେ ଉଭୟ ଅନୁବନ୍ଧିତ ହୋଇଯାଆନ୍ତି । ଏହି ବନ୍ଧନ ପ୍ରଣାଳୀ ବ୍ୟବ‌ହାର କରି ଆଣ୍ଟିବଡ ଏକ ଅଣୁଜୀବ ବା ସଂକ୍ରମିତ ଜୀବକୋଷକୁ ଟ୍ୟାଗ କରିଦେବା ଫଳରେ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ଆକ୍ରମଣ କରନ୍ତି ଓ ବଞ୍ଚିରହିବାକୁ ଆବଶ୍ୟକ ଏହି ଟାରଗେଟକୁ ନିଉଟ୍ରାଲାଇଜ କରିଦିଅନ୍ତି । ଆଣ୍ଟିଜେନ ଅନୁସାରେ ଏହି ବନ୍ଧନ ଯୋଗୁ ଜୈବିକ କ୍ରିୟା ବାଧାପ୍ରାପ୍ତ ହୁଏ ବା ବାହ୍ୟ ପଦାର୍ଥ ନଷ୍ଟ ହୋଇଯାଏ । "Y"ର ବେସରେ ଥିବା ଫ୍ରାଗମେଣ୍ଟ କ୍ରିସ୍ଟାଲାଇଜେବ୍ଲ ସ୍ଥାନ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ସ‌ହିତ ସଂଯୋଗ ସ୍ଥାପନ କରିପାରେ ଓ ଏହି ସ୍ଥାନରେ ଗୋଟେ ସଂରକ୍ଷିତ ଗ୍ଲାଇକୋସିଲାସନ ସ୍ଥାନରେ ପ୍ରତିକ୍ରିୟା ହୁଏ । [᱔] ହ୍ୟୁମୋରାଲ ଇମ୍ମ୍ୟୁନ ସିସ୍ଟମର (humoral immune system) ମୁଖ୍ୟ କାମ ହେଉଛି ଆଣ୍ଟିବଡି ପ୍ରସ୍ତୁତ କରିବା ।[᱕]

  1. Rhoades RA, Pflanzer RG (2002). Human Physiology (5th ed.). Thomson Learning. p. 584. ISBN 978-0-534-42174-8.
  2. Janeway, Charles (2001). Immunobiology (5th ed.). Garland Publishing. ISBN 978-0-8153-3642-6. {{cite book}}: Unknown parameter |name-list-format= ignored (help)
  3. Litman GW, Rast JP, Shamblott MJ, Haire RN, Hulst M, Roess W, Litman RT, Hinds-Frey KR, Zilch A, Amemiya CT (January 1993). "Phylogenetic diversification of immunoglobulin genes and the antibody repertoire". Molecular Biology and Evolution. 10 (1): 60–72. doi:10.1093/oxfordjournals.molbev.a040000. PMID 8450761.
  4. Maverakis E, Kim K, Shimoda M, Gershwin ME, Patel F, Wilken R, Raychaudhuri S, Ruhaak LR, Lebrilla CB (February 2015). "Glycans in the immune system and The Altered Glycan Theory of Autoimmunity: a critical review". Journal of Autoimmunity. 57 (6): 1–13. doi:10.1016/j.jaut.2014.12.002. PMC 4340844. PMID 25578468.
  5. Pier GB, Lyczak JB, Wetzler LM (2004). Immunology, Infection, and Immunity. ASM Press. ISBN 978-1-55581-246-1.