ᱟᱱᱴᱤᱵᱚᱰᱤ: ᱨᱮᱱᱟᱜ ᱫᱚᱦᱲᱟᱭᱮᱱ ᱛᱟᱞᱟᱨᱮᱭᱟᱜ ᱯᱷᱟᱨᱟᱠ ᱠᱚ

Content deleted Content added
Fagu Baskey (ᱨᱚᱲ | ᱮᱱᱮᱢ)
No edit summary
Fagu Baskey (ᱨᱚᱲ | ᱮᱱᱮᱢ)
No edit summary
ᱫᱷᱟᱹᱲ ᱕:
 
 
==ᱵᱟᱦᱨᱮ ᱡᱚᱱᱚᱲ==
ଏହି ବନ୍ଧନ ପ୍ରଣାଳୀ ବ୍ୟବ‌ହାର କରି ଆଣ୍ଟିବଡ ଏକ ଅଣୁଜୀବ ବା ସଂକ୍ରମିତ ଜୀବକୋଷକୁ ଟ୍ୟାଗ କରିଦେବା ଫଳରେ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ଆକ୍ରମଣ କରନ୍ତି ଓ ବଞ୍ଚିରହିବାକୁ ଆବଶ୍ୟକ ଏହି ଟାରଗେଟକୁ ନିଉଟ୍ରାଲାଇଜ କରିଦିଅନ୍ତି । ଆଣ୍ଟିଜେନ ଅନୁସାରେ ଏହି ବନ୍ଧନ ଯୋଗୁ ଜୈବିକ କ୍ରିୟା ବାଧାପ୍ରାପ୍ତ ହୁଏ ବା ବାହ୍ୟ ପଦାର୍ଥ ନଷ୍ଟ ହୋଇଯାଏ । "Y"ର ବେସରେ ଥିବା ଫ୍ରାଗମେଣ୍ଟ କ୍ରିସ୍ଟାଲାଇଜେବ୍ଲ ସ୍ଥାନ ଇମ୍ମ୍ୟୁନ ସିସ୍ଟମର ଅନ୍ୟାନ୍ୟ ଅଂଶ ସ‌ହିତ ସଂଯୋଗ ସ୍ଥାପନ କରିପାରେ ଓ ଏହି ସ୍ଥାନରେ ଗୋଟେ ସଂରକ୍ଷିତ ଗ୍ଲାଇକୋସିଲାସନ ସ୍ଥାନରେ ପ୍ରତିକ୍ରିୟା ହୁଏ । <ref name = "immune_glycan">{{cite journal | vauthors = Maverakis E, Kim K, Shimoda M, Gershwin ME, Patel F, Wilken R, Raychaudhuri S, Ruhaak LR, Lebrilla CB | title = Glycans in the immune system and The Altered Glycan Theory of Autoimmunity: a critical review | journal = Journal of Autoimmunity | volume = 57 | issue = 6 | pages = 1–13 | date = February 2015 | pmid = 25578468 | pmc = 4340844 | doi = 10.1016/j.jaut.2014.12.002 }}</ref> ହ୍ୟୁମୋରାଲ ଇମ୍ମ୍ୟୁନ ସିସ୍ଟମର ([[:en:humoral immune system|humoral immune system]]) ମୁଖ୍ୟ କାମ ହେଉଛି ଆଣ୍ଟିବଡି ପ୍ରସ୍ତୁତ କରିବା ।<ref name=Pier>{{cite book | vauthors = Pier GB, Lyczak JB, Wetzler LM | title = Immunology, Infection, and Immunity | publisher = ASM Press| year = 2004 | isbn = 978-1-55581-246-1}}</ref>
 
 
==ᱥᱟᱹᱠᱷᱭᱟᱹᱛ==
"https://sat.wikipedia.org/wiki/ᱟᱱᱴᱤᱵᱚᱰᱤ" ᱠᱷᱚᱱ ᱧᱟᱢ ᱟᱹᱜᱩᱭ