ᱢᱟᱣᱩᱥ: ᱨᱮᱱᱟᱜ ᱫᱚᱦᱲᱟᱭᱮᱱ ᱛᱟᱞᱟᱨᱮᱭᱟᱜ ᱯᱷᱟᱨᱟᱠ ᱠᱚ
Content deleted Content added
Ramjit Tudu (ᱨᱚᱲ | ᱮᱱᱮᱢ) |
Rajend1996 (ᱨᱚᱲ | ᱮᱱᱮᱢ) No edit summary |
||
ᱫᱷᱟᱹᱲ ᱕:
==ᱧᱩᱸᱛᱩᱢ==
ᱢᱟᱸᱩᱥ ᱫᱚ ᱢᱤᱫᱴᱟᱝ ᱪᱤᱛᱟᱨ ᱵᱮᱱᱟᱣ ᱡᱚᱱᱛᱨᱚ ᱠᱟᱱᱟ ᱾ ᱡᱟᱸᱦᱟ ᱫᱚ ᱵᱤᱞ ᱤᱝᱜᱤᱞᱥ ᱑᱙᱖᱕ ᱫᱦᱟᱯ ᱨᱮ ᱠᱚᱢᱯᱩᱴᱚᱨ ᱮᱰᱮᱰ ᱰᱤᱯᱞᱮ ᱠᱚᱱᱴᱨᱚᱞ ᱨᱮ ᱩᱰᱩᱠ ᱞᱮᱱᱟ ᱾ ᱚᱱᱞᱟᱤᱱ ᱚᱠᱥᱯᱷᱚᱰ ᱟᱹᱲᱟ ᱜᱮᱭᱟᱱ ᱯᱩᱛᱷᱤ ᱨᱮᱫᱚ ᱬᱟᱸᱩᱥ ᱬᱮᱱᱮᱛ ᱫᱚ ᱢᱤᱫ ᱜᱩᱫᱩ ᱦᱚᱯᱚᱱ ᱠᱟᱱᱟ ᱞᱮᱠᱟ ᱵᱩᱡᱷᱟᱜ-ᱟ ᱾
᱑᱙᱖᱘ ᱥᱟᱞ ᱨᱮ ᱡᱮᱹᱥᱤᱹ ᱟᱨ ᱞᱤᱠᱰᱤᱠᱚᱨ
{{^|
ନାମକରଣ
ମାଉସକୁ ଏକ ପୋଏନ୍ଟିଙ୍ଗ ଡିଭାଇସ ଭାବେ ବିଲ ଇଙ୍ଗ୍ଲିସର ୧୯୬୫ତମ ସଂସ୍କରଣରେ "କମ୍ପୁଟର -ଏଡେଡ ଡିସ୍ପ୍ଲେ କଣ୍ଟ୍ରୋଲ "ରେ ବାହାରିଥିଲା।
[୧][୨][୩] ଅନଲାଇନ ଅକ୍ସଫର୍ଡ ଅଭିଧାନରେ ମାଉସର ବହୁବଚନ ଭାବେ ମାଇସ[୪] ଲେଖା ଯାଇଛି କିନ୍ତୁ ଏଠାରେ ମାଉସ ମାନେ ଚୁଟିଆ ମୂଷାକୁ ବୁଝାଏ କିନ୍ତୁ କମ୍ପୁଟରର ମାଉସର ବହୁବଚନରେ ଇଂରାଜୀରେ ମାଉସେସ ଲେଖାଯାଏ।[୫] ୧୯୬୮ରେ ଜେ.ସି.ଆର ଲିକଲିଡର "ଦି କମ୍ପୁଟର ଏଜ ଏ କମ୍ୟୁନିକେଶନ ଡିଭାଇସ"ରେ ମାଇସ ବୋଲି ଲେଖାଯାଇଛି। ଦି ଆମେରିକାନ ହେରିଟେଜ ଅଭିଧାନର ଚତୁର୍ଥ ସଂସ୍କରଣରେ କମ୍ପୁଟର ମାଉସର ବହୁବଚନ ଭାବେ ଉଭୟ ମାଉସେସ ଓ ମାଇସକୁ ଠିକ ବୋଲି କୁହାଯାଇଛି।କେତେକ ଲେଖକ ବୈଷୟିକ ଲେଖାରେ ବୈଷୟିକ ଶବ୍ଦ ଭାବେ ମାଉସ ଡିଭାଇସେସ କିମ୍ବା ପୋଏଣ୍ଟିଙ୍ଗ ଡିଭାଇସେସ ଭାବରେ ବ୍ୟବହାର କରନ୍ତି।ଇଂରାଜୀରେ ମାଉସେସ କମ୍ପୁଟର ମାଉସକୁ "ହେଡଲେସ ନାଉନ" ଭାବେ ।
|